ଜଳୁଛି ଭୁଆସୁଣୀ ଡମ୍ପିଂୟାର୍ଡ : ଧୂଆଁରେ ଆଉଟୁପାଉଟୁ ହେଉଛନ୍ତି ଲୋକେ

ଭୁବନେଶ୍ୱର : ଚେତିଲାନି ପ୍ରଶାସନ। ବାରମ୍ବାର ସତର୍କ ସତ୍ତ୍ବେ ରାଜଧାନୀ ଉପକଣ୍ଠ ଭୁଆସୁଣୀ ଡମ୍ପିଂୟାର୍ଡରେ ପଡ଼ୁଛି ରାଜଧାନୀର ଅଳିଆ। ପାଖାପାଖି ୧୨ ବର୍ଷ ଧରି ଏହି ଡମ୍ପିଂୟାର୍ଡ ସମସ୍ୟା ରହିଥିଲେ ହେଁ ପ୍ରଶାସନିକ ଉଦାସୀନତା କାରଣରୁ ସମାଧାନ କରାଯାଉ ନାହିଁ। ଯେଉଁଥିପାଇଁ ଡମ୍ପିଂୟାର୍ଡରେ ବାରମ୍ବାର ନିଆଁ ଲାଗି ‌ରାଜଧାନୀ ପ୍ରତି ବିପଦ ସୃଷ୍ଟି କରୁଛି। ହଜାର ହଜାର ଲୋକେ ପ୍ରଭାବିତ ହେଉଛନ୍ତି। ବିଶେଷକରି ଖରା ଦିନେ ଏଠାରେ ଭୟଙ୍କର ପରିସ୍ଥିତି … Continue reading ଜଳୁଛି ଭୁଆସୁଣୀ ଡମ୍ପିଂୟାର୍ଡ : ଧୂଆଁରେ ଆଉଟୁପାଉଟୁ ହେଉଛନ୍ତି ଲୋକେ